ନାରୀଶକ୍ତି ସମ୍ମାନ ବିଜୟିନୀ ଶ୍ରୁତି ମହାପାତ୍ର : ପ୍ରତିକୂଳ ପରିସ୍ଥିତିରେ ସଫଳ ମହିଳା

ନୂଆଦିଲ୍ଲୀ- ଅନ୍ତର୍ଜାତୀୟ ମହିଳା ଦିବସରେ ୨୯ ଜଣଙ୍କୁ ନାରୀଶକ୍ତି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ‌। ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ଶକ୍ତି ସମ୍ମାନ ପ୍ରଦାନ କରାଯାଇଛି । ଓଡିଶାର ସମାଜସେବୀ ଶ୍ରୁତି ମହାପାତ୍ର ମଧ୍ୟ…