ଖାର୍କିଭରେ ରୁଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭ ନିହତ; ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ

କିଭ୍: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୧୩ତମ ଦିନରେ ପହଞ୍ଚିଛି | ସେପଟେ ରୁଷକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି । ୟୁକ୍ରେନର ଖାର୍କିଭ ସହରରେ ସଂଘର୍ଷ ବେଳେ ରୁଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କୁ ନିହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ…

ବିଭିନ୍ନ ସ୍ତରରେ ମହିଳା ନେତୃତ୍ୱ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଜୋର୍

ଭୁବନେଶ୍ୱର - ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ଓଡ଼ିଶା ସବୁବେଳେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଆସିଛି । ମିସନ ଶକ୍ତି, ମମତା ଭଳି କାର୍ଯ୍ୟକ୍ରମ ଓ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରାଧାନ୍ୟ ରାଜ୍ୟରେ ମହିଳା ସଶକ୍ତିକରଣର ଉଦାହରଣ ବୋଲି…

କୁନି ଫୁଟବଲ ତାରକା ମୁସ୍କାନ

ବରଗଡ଼ ଜିଲ୍ଲା ବରପାଲି ବ୍ଳକ କଦଳୀପାଲି ଗାଁର ଏକ ଗରିବ ପରିବାରରେ ମୁସ୍କାନ ପୋଢଙ୍କ ଜନ୍ମ । ମୁଷ୍ଠାନଙ୍କ ବାପା ଗାଁ ଛକରେ ଠେଲା ଲଗାଇ ମୁଢ଼ିଚଣା ବିକି ପରିବାର ପୋଷଣ କରୁଛନ୍ତି । ଛୋଟ ଦିନରୁ ପାଠ ପ୍ରତି ଆଗ୍ରହୀ ମୁସ୍କାନଙ୍କ ଫୁଟବଲ ଖେଳ ପ୍ରତି ତାଙ୍କର ଦୁର୍ବଳତା ଥିଲା । କ୍ରୀଡ଼ା…