ବାହାବା ନେବାକୁ ଚାହୁଁଥିଲେ କେନ୍ଦ୍ର ମନ୍ତ୍ରୀ ସିନ୍ଧିଆ, ଚିଡ଼ି ଉଠିଲେ ରୋମାନିଆ ମେୟର, ଭିଡ଼ିଓ ଭାଇରାଲ୍

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଛାତ୍ରମାନଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ୟୁକ୍ରେନର ପଡୋଶୀ ଦେଶକୁ ଯାଇଛନ୍ତି। ଏହି ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଭିନ୍ନ ଶିବିରରେ ରହୁଥିବା ଭାରତୀୟ ଛାତ୍ରମାନଙ୍କୁ…

ନକଲି ଡାକ୍ତରଙ୍କ ବିରୋଧରେ ଆଉ ଦୁଇଟି ମାମଲା ରୁଜୁ

ଭୁବନେଶ୍ୱର- ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି। ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି ମାମଲା। ଏହାଛଡା ଜାଲ୍‌ କାଗଜପତ୍ର ପାଇଁ ସହିଦନଗର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଜାଲ୍‌ ଡକ୍ୟୁମେଣ୍ଟ ଦ୍ୱାରା ରମେଶ କାର୍‌…

ଅଶୋକ ସାଇ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର - ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ସାଧାରଣ ସମ୍ପାଦକ ଅଶୋକ ସାଇ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡର ନେତା ଅଶୋକ ସାଇଙ୍କୁ ବିଜୁ ଜନତା ଦଳ ନିଲମ୍ବନ କରିଛି । ସୂଚନା ଅନୁସାରେ ପଞ୍ଚାୟତ ନିର୍ବାଚନରେ ଅଶୋକ ଦଳବିରୋଧୀ…