ସାଇବର ଠକଙ୍କ କବଜାରେ ରାଜଧାନୀ

ଭୁବନେଶ୍ୱର- ଫେବୃଆରୀ ମାସରେ ରାଜଧାନୀରେ ସାଇବର ଠକମାନେ ୨୫୪ ଜଣଙ୍କୁ ଲୁଟିଛନ୍ତି । ଫୋନ କରି ଲୁଟ କରିଛନ୍ତି ସାଇବର ଲୁଟେରା । ୧ କୋଟି ୩୯ ଲକ୍ଷ ୬୦ ହଜାର ର ୪୭୯ ଟଙ୍କା ଲୁଟିଛନ୍ତି ସାଇବର ଠକ୍ । ଅଭିଯୋଗ ପରେ ଫେରସ୍ତ ହୋଇଛି ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା । ୧୨ ଲକ୍ଷ ୭୩ ହଜାର ୪୮୩…

କିଭ୍ ଉପରେ ରୁଷର ବୋମା ବର୍ଷା, ଖେରସନ ସହରର ନିୟନ୍ତ୍ରଣ ହରାଇଲା ୟୁକ୍ରେନ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଅଷ୍ଟମ ଦିନରେ ପହଞ୍ଚିଛି। ଗୁରୁବାର କିଭ୍ ରେ ଅତି କମରେ ଚାରିଟି ବଡ଼ ବିସ୍ଫୋରଣ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ପରେ ରାଜଧାନୀରେ ଏୟାର ରେଡ୍ ସାଇରନ୍ ଶୁଣିବାକୁ ମିଳିଛି। ଦୁଇଟି ବିସ୍ଫୋରଣ ସହରର କେନ୍ଦ୍ରରେ ଏବଂ ଅନ୍ୟ ଦୁଇଟି ମେଟ୍ରୋ…

ସୁପ୍ରିମକୋର୍ଟରେ ପହଞ୍ଚିଲା ୟୁକ୍ରେନରେ ଫସିଥିବା ଛାତ୍ରଙ୍କ ପ୍ରସଙ୍ଗ, ଆଟର୍ଣ୍ଣି ଜେନେରାଲଙ୍କୁ ସହଯୋଗ କରିବାକୁ କହିଲେ…

ନୂଆଦିଲ୍ଲୀ: ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି। ଶୁଣାଣି ଆରମ୍ଭରେ କୋର୍ଟ ଏହି ମାମଲାରେ କିଛି କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଛନ୍ତି ଯେ ସେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ…

ଜୁନରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଲଢେଇ

କଟକ - ରାଜ୍ୟର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀରେ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଜୁନ ମାସରେ ବାରବାଟୀ ଆୟୋଜନ କରିବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ।ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ-ଦକ୍ଷିଣ ଆଫ୍ରିକା…

ଭୁବନେଶ୍ୱର ରେଳଷ୍ଟେସନରୁ ଜବତ ସୁନା ସିଲ୍, ଟ୍ରେଜେରୀ ଅଫିସକୁ ସ୍ଥାନାନ୍ତର

ଭୁବନେଶ୍ବର- ଭୁବନେଶ୍ୱର ରେଲଓ୍ବେ ଷ୍ଟେସନରୁ ୩୨ କିଲୋଗ୍ରାମ ସୁନା ଜବତ ଘଟଣାର ତଦନ୍ତ ଜାରି ରହିଛି । ଜବତ ସୁନାକୁ ସିଲ୍‌ କରି ଟ୍ରେଜେରୀ ଅଫିସକୁ ହସ୍ତାନ୍ତର କରିଛି ଜିଆରପି । ଏହି ଘଟଣାରେ କଟକ ୪ ଜଣ ଓ ମାଲିକ ସୁନା ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇପାରି ନାହାନ୍ତି । ଜିଏସଟି ଫାଙ୍କିବା ଓ…