ଏଥର ଖରାଦିନେ ରାଜ୍ୟରେ କମ୍ ଗରମ

ଭୁବନେଶ୍ୱର: ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବନି । ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ । ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍କାରେ ଉଭୟ ଦିନ ଏବଂ ରାତିର…

ୟୁକ୍ରେନର ଖେରସନ ସହରକୁ କବଜା କରିଥିବା ନେଇ ରୁଷର ଦାବି

ମସ୍କୋ: ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହାର ସୈନ୍ୟବାହିନୀ ଦକ୍ଷିଣ ୟୁକ୍ରେନର ଖେରସନ ସହରକୁ କବଜା କରି ନେଇଛନ୍ତି। ଯଦି ଏହି ସହର ଉପରେ ୟୁକ୍ରେନ ନିୟନ୍ତ୍ରଣ ହରାଇଛି, ତେବେ ରୁଷ ଅଧୀନରେ ଏଯାବତ୍ ଏହା ୟୁକ୍ରେନର ସବୁଠାରୁ ବଡ ସହର ହେବ | ମଙ୍ଗଳବାର ରାତିରେ ରୁଷର…

ରାଜଧାନୀରୁ ଜାଲ ନୋଟ୍ ଜବତ

ଭୁବନେଶ୍ବର- ଭୁବନେଶ୍ବରରୁ ଜବତ ପୁଳାପୁଳା ଜାଲ ନୋଟ ଜବତ ହୋଇଛି । ଖାରବେଳନଗର ଥାନା ଅଞ୍ଚଳରୁ ୬ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ । ପୋଲିସ ସୂଚନା ଅନୁସାରେ, ଅସଲି ୫ଲକ୍ଷ ଟଙ୍କା ବଦଳରେ ମିଳୁଥିଲା ନକଲି ୬ଲକ୍ଷ ଟଙ୍କା ।…

ୟୁକ୍ରେନ ପ୍ରସଙ୍ଗରେ ନିରପେକ୍ଷ ଆଭିମୁଖ୍ୟ ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟକୁ ନେଇ ନିରପେକ୍ଷ ଆଭିମୁଖ୍ୟ ପାଇଁ ଭାରତକୁ ରୁଷ କୃତଜ୍ଞତା ଜଣାଇଛି । ଭାରତରେ ରୁଷର ନୂଆ ରାଷ୍ଟ୍ରଦୂତ ଭାବେ ମନୋନୀତ ହୋଇଥିବା ଡେନିସ୍ ଆଲିପୋଭ କହିଛନ୍ତି ଯେ ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ପରିସ୍ଥିତିର ମୂଲ୍ୟାୟନ ଉପରେ ଆଧାରିତ। ଏହା ଏଥିପାଇଁ ନୁହେଁ…

କୋଣାର୍କ ଏକ୍ସପ୍ରେସର ଯାତ୍ରୀଙ୍କଠାରୁ ବିପୁଳ ପରିମାଣର ସୁନା ଜବତ, ୪ ଯାତ୍ରୀ ଅଟକ

ଭୁବନେଶ୍ୱର - ରାଜଧାନୀରୁ ୧୨ କୋଟି ଟଙ୍କାର ସୁନା ଜବତ କରିଛି ଜିଆରପି । କୋଣାର୍କ ଏକ୍ସପ୍ରେସରେ ୩୨ କେଜିରୁ ଅଧିକ ସୁନା ଆସିଥିବା ସୂଚନା ମିଳିଛି । ଜିଆରପି ୩୨ କେଜିର ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ…