ୟୁକ୍ରେନ ସହର ଖାରକିଭ ଉପରେ ରୁଷର ଘନ ଘନ ମିସାଇଲ୍ ମାଡ଼

ଖାରକିଭ: ରୁଷ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭକୁ କବଜା କରିବାକୁ ଏହି ସହର ଉପରେ ଆକ୍ରମଣ ଜୋରଦାର କରିଛି । ପୂର୍ବ ୟୁକ୍ରେନରେ ରୁଷ ନିଜ ବାୟୁସେନାଙ୍କୁ ଯୁଦ୍ଧ ମଇଦାନକୁ ଓହ୍ଲାଇଛି । ଖବର ମୁତାବକ ୟୁକ୍ରେନ୍ ଓ ରୁଷ ସେନା ମଧ୍ୟରେ ଏଠାରେ ଭୀଷଣ ସଂଗ୍ରାମ ଚାଲିଛି । ୟୁକ୍ରେନ ସୈନ୍ୟମାନେ…