ବିରୋଧୀ ଘାଇଲା, ବିଜେଡିର ଏକତରଫା ବିଜୟ, ପୂର୍ବାପେକ୍ଷା ସ୍ଥିତି ଅଧିକ ମଜବୁତ

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନ ଭୋଟ ଗଣତିରେ ଆଜି ୨୩୧ ଜିଲ୍ଲା ପରିଷଦ ଆସନରେ ଗଣତି ଆରମ୍ଭ ହୋଇଛି । ୨୬ ଓ ୨୭ ତାରିଖରେ ଯଥାକ୍ରମେ ୩୧୫ ଓ ୩୦୫ ଆସନରେ ମୋଟ ଗଣତି ହୋଇଥିଲା । ଏ ଯାଏଁ ବିଜେଡି ୫୧୫ ଆସନରେ ବିଜୟୀ ହୋଇ ବିରୋଧୀଙ୍କଠାରୁ ଯଥେଷ୍ଟ ଆଗରେ ରହିଛି । ବିଜେପି ଓ କଂଗ୍ରେସ ତିନି ଅଙ୍କ…

ଅପରେସନ୍ ଗଙ୍ଗା: ୟୁକ୍ରେନରୁ ୨୪୯ ଭାରତୀୟ ନାଗରିକଙ୍କୁ ଧରି ପହଞ୍ଚିଲା ଏୟାର ଇଣ୍ଡିଆର ପଞ୍ଚମ ବିମାନ

ନୂଆଦିଲ୍ଲୀ:ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନ ପାଇଁ ଜାରି ରହିଛି। ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଅପରେସନ୍ ଗଙ୍ଗା ଅଧୀନରେ ଚାଲିଛି। ସୋମବାର ସକାଳେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଆଉ ୨୪୯ ଭାରତୀୟ ନାଗରିକଙ୍କ ସହ ଏୟାର ଇଣ୍ଡିଆର ପଞ୍ଚମ ବିମାନ…

ଘୁଲିପାଲି ଛକରେ ଦୁର୍ଘଟଣା , ୨ ଶିଶୁ ସମେତ ୫ ଆହତ

ବରଗଡ଼: ବରଗଡ଼ ଘୁଲିପାଲି ଛକରେ ରାତ୍ରରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ ଶିଶୁ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଜଣ ଅତି ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି । କାମ…

ଆଜି ଖୋଲିବ ପ୍ରାଥମିକ ବିଦ୍ୟାଳୟ, ଦୁଇ ବର୍ଷ ପରେ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା

ଭୁବନେଶ୍ୱର : ଆଜିଠାରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛା‌ତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ। ପାଖାପାଖି ଦୁଇ ବର୍ଷ ପରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବେ । ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ…