ୟୁକ୍ରେନରେ ଧ୍ବଂସର ତାଣ୍ଡବ ରଚି ଚାଲିଛନ୍ତି ରୁଷ୍ ସେନା, ଉଡ଼ାଇଲେ ଗ୍ୟାସ୍ ପାଇପଲାଇନ୍
କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି | ୟୁକ୍ରେନର ଆଭ୍ୟନ୍ତରୀଣ ଅଞ୍ଚଳରେ ରୁଷ ସୈନ୍ୟ ବାହିନୀ ଧ୍ବଂସର ତାଣ୍ଡବ ରଚି ଚାଲିଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭରେ ରୁଷ୍ ସେନା ଏକ ଗ୍ୟାସ୍ ପାଇପଲାଇନକୁ ଉଡ଼ାଇ ଦେଇଛି | ଅନ୍ୟପଟେ ଜର୍ମାନୀ ଏବଂ ଫ୍ରାନ୍ସ…