୨୩୦ ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ

ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନର ୩୧୫ ଜିଲ୍ଲା ପରିଷଦ ଜୋନ୍‌ରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ୨୩୦ ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଇନ୍ତି ।

ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଖାତାକୁ ଯାଇଛି ୪ଟି ଜୋନ୍ । ଗତକାଲି ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ଆରମ୍ଭ ‌‌ହୋଇଥିଲା । ଆଜି ୩୦୭ଟି ଆସନରେ ମୋଟ ଗଣତି କରାଯାଉଛି ।

Comments are closed.