ଏଥର ମଧ୍ୟ ଗଞ୍ଜାମ ଜିଲ୍ଲାରେ ଜବରଦସ୍ତ ସଫଳତା ଆଡକୁ ବିଜେଡି

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏଥର ମଧ୍ୟ ବିଜେଡି ଜବରଦସ୍ତ ସଫଳତା ହାସଲ କରିବାକୁ ଯାଉଛି । ୬୯ ଜିଲ୍ଲା ପରିଷଦ ଆସନରୁ ୨୨ର ଟ୍ରେଣ୍ତ ଆସିଛି । ବିଜେଡି ୨୧ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୧ଟି ଆସନରେ ଆଗୁଆ ରହିଛି ।

ଏକତରଫା ବିଜୟ ଆଡ଼କୁ ବିଜେଡି

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ଆଜି ୩୧୫ ଜିଲ୍ଲା ପରିଷଦ ଆସନରେ ଚାଲିଥିବା ଗଣତିର ଧାରାରୁ ଯାହା ଜଣାପଡୁଛି ବିଜେଡି ଏକତରଫା ବିଜୟ ହାସଲ କରିବ । ୩୧୫ ଆସନରୁ ବିଜେଡି ୨୭୩ରେ ଆଗୁଆ ରହିଛି । ବିରୋଧୀ ବହୁ ପଛରେ ରହିଛନ୍ତି । ବିଜେପି ୧୯ ଓ କଂଗ୍ରେସ ୧୬ ଆସନରେ…