ପଂଚାୟତ ନିର୍ବାଚନ ଭୋଟ ଗଣତି ଲାଗି ନିୟମାବଳୀ ଜାରି

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ଭୋଟ ଗଣତି ଲାଗି ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏଥର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି କରାଯିବ । ତିନିଦିନ ମଧ୍ୟରେ ସରିବ ଜିଲ୍ଲା ପରିଷଦ ମଣ୍ଡଳୀର ଭୋଟ୍ ଗଣତି । ବ୍ଲକ ମୁଖ୍ୟାଳୟ ନିକଟରେ ମତଗଣନା କେନ୍ଦ୍ର ରହିବ ଓ ଷ୍ଟ୍ରଙ୍ଗରୁମ…

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଝାଂରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପଂଚାୟତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ପ୍ରମିଳା ମଲ୍ଲିକ । ତାଙ୍କ ଉପରେ କଟକଣା ଜାରି କରାଯାଇଛି । ଆସନ୍ତାକାଲି…

ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖେଳିବେ ଶୁଭ୍ରାଂଶୁ ସେନାପତି, ୨୦ ଲକ୍ଷରେ କିଣିଲା ଧୋନିଙ୍କ ଟିମ୍

ଭୁବନେଶ୍ୱର: ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଆଇପିଏଲରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ବେଙ୍ଗାଲୁରୁରେ ଆଇପିଏଲ୍ ୨୦୨୨ ପାଇଁ ଚାଲିଥିବା ମେଗା ନିଲାମରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି । ଶୁଭ୍ରାଂଶୁ ଏବେ…