ବରଗଡରେ ବିଜେଡିରେ ସାମିଲ ହେଲେ ବିଜେପି କର୍ମୀ

ବରଗଡ: ମନ୍ତ୍ରୀ ସୁଶାନ୍ତ ସିଂଙ୍କର ନିର୍ବାଚନ ମଣ୍ଡଳୀରେ ବିରୋଧୀ ବିଜେପି ଓ କଂଗ୍ରେସର ଅନେକ ପ୍ରାର୍ଥୀ ନିର୍ବାଚନୀ ମଇଦାନ ଛାଡି ଚାଲି ଯାଇଥିବା ବେଳେ ଗତ 8 ଦିନ ମଧ୍ୟରେ ପ୍ରାୟ 5 ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି l ଭଟଲି ନିର୍ବାଚନ ମଣ୍ଡଳୀର ଭଟଲି ଓ ଆମ୍ବାଭୋନା…