ଦ୍ଵିତୀୟ ଦିନ ଗଣତି : ଗଞ୍ଜାମରେ ୧୬ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ

ଭୁବନେଶ୍ୱର- ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ଦିନ ପଞ୍ଚାୟତ ଭୋଟ ଗଣତି ଜାରି ରହିଛି । ଆଜି ୧୭ଟି ଜିଲ୍ଲା ପରିଷଦ ଜୋନରେ ଗଣତି ଚାଲିଛି । ବିଜେଡି ୧୬ଟି ଜୋନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏରେ ଆଗୁଆ ରହିଛି । ପାତ୍ରପୁର-୩୩ରେ ବିଜେଡିର ଯଶୋଦା ଶବର, ସୋରଡ଼ା-୬୪ରେ ବିଜେଡିର ରାମ ଶବର ଓ…