ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି: ସହରାଞ୍ଚଳରେ ମଧ୍ୟ ଶହେରୁ ଶହେ ଟାର୍ଗେଟ୍

ଛତ୍ରପୁର: ପଞ୍ଚାୟତ ନିର୍ବାଚନରେ କ୍ଳିନ୍ ସ୍ବିପ୍ କରିବା ପରେ ଏବେ ପୌର ନିର୍ବାଚନରେ ମଧ୍ୟ ଶହେରୁ ଶହେ ସ୍କୋର କରିବା ଲକ୍ଷ୍ୟରେ ରହିଛି ବିଜେଡି। ଶତପ୍ରତିଶତ ସହରାଞ୍ଚଳରେ ବିଜୟ ଟାର୍ଗେଟ୍ ନେଇ ରଣକୌଶଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଶାସକ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ,…

ବିଜେଡିରେ ମିଶିଲେ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ ସରିନି। ହେଲେ ବିଜେଡି ଆଗରେ ବିରୋଧୀ ବିଜେପି ଓ କଂଗ୍ରେସ ଯେଭଳି ଚିତପଟାଙ୍ଗ ମାରିଛନ୍ତି ସେଥିରେ ସମସ୍ତଙ୍କ ବିଶ୍ୱାସ ଶାସକ ଦଳ ପ୍ରତି ଅଧିକ ବୃଦ୍ଧି ପାଇଛି। ଏପରିକି ଏହି ଅବସରରେ ଅନ୍ୟ ଦଳରେ ରହି ଅଣନିଃଶ୍ୱାସୀ ହୋଇଯାଇଥିବା ନେତା ଓ…

ଶୈବ ଉପାସନାର ମହାନ ତୀର୍ଥ ମହେନ୍ଦ୍ର ଗିରିର ବାବା ଗୋକର୍ଣ୍ଣେଶ୍ୱର ମନ୍ଦିର

ଗଜପତି ଜିଲ୍ଲା ରାୟଗଡ଼ ବ୍ଳକରେ ଗୋକର୍ଣ୍ଣେଶ୍ୱର ଦେଉଳ ଅବସ୍ଥିତ ।ପୂର୍ବଘାଟ ପର୍ବତମାଳାର ପ୍ରାୟ ମଧ୍ୟଭାଗରେ ରହିଛି ମହେନ୍ଦ୍ରଗିରି ବା ମହେନ୍ଦ୍ରାଚଳ। ଏହାର ଶିଖର ଦେଶରୁଦେଖାଯାଏ ସୁବିସ୍ତୀର୍ଣ୍ଣ ନୀଳ ସାଗର । ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିବାକୁ ହେଲେ…