୨୩୦ ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନର ୩୧୫ ଜିଲ୍ଲା ପରିଷଦ ଜୋନ୍‌ରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ୨୩୦ ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଇନ୍ତି । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଖାତାକୁ ଯାଇଛି ୪ଟି ଜୋନ୍ । ଗତକାଲି ୩୧୫ ଜିଲ୍ଲା ପରିଷଦ…

ବୁଖାରେଷ୍ଟ ଦେଇ ୟୁକ୍ରେନରୁ ଆଉ ୨୫୦ ଭାରତୀୟ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ : ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ଥାନାନ୍ତର ଜାରି ରହିଛି ‌। ଆଜି ଆଉ ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦ୍ବିତୀୟ ଏୟାର ଇଣ୍ଡିଆ ବିମାନ ବୁଖାରେଷ୍ଟରୁ ଦିଲ୍ଲୀରେ ପହଞ୍ଚିଛି। ଏହି ବିମାନଟି ଭୋର୍ ପ୍ରାୟ ୩ ଟାରେ ଦିଲ୍ଲୀରେ ପହଞ୍ଚିଥିଲା। ଏହାପୂର୍ବରୁ…

ଉତ୍ତର ପ୍ରଦେଶ ନିର୍ବାଚନ: ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୧୨ଟି ଜିଲ୍ଲାର ୬୧ ଆସନରେ ଚାଲିଛି ଭୋଟ୍ ଗ୍ରହଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି | ଏହି ପର୍ଯ୍ୟାୟରେ ଆମେଥୀ, ରାୟବରେଲି, ସୁଲତାନପୁର, ଚିତ୍ରକୋଟ, ପ୍ରତାପଗଡ, କୌଶମ୍ବୀ, ପ୍ରୟାଗରାଜ, ବାରବାଙ୍କି, ଅଯୋଧ୍ୟା, ବହରାଇଚ, ଶ୍ରାବସ୍ତି ଏବଂ ଗୋଣ୍ଡା ସମେତ ୧୨…

ଆଜି ୩୦୭ ଜିଲ୍ଲା ପରିଷଦ ଆସନରେ ଗଣତି

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନରେ ୩୦୭ଟି ଜିଲ୍ଲା ପରିଷଦ ଆସନର ଫଳାଫଳ ଗଣତି କରାଯିବ। ସକାଳ ୮ରୁ ଗଣତି ଆରମ୍ଭ ହେବ । ଗତକାଲି ୩୧୫ଟି ଜିଲ୍ଲା ପରିଷଦ ଆସନରେ ଗଣତି ହୋଇଛି । ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇ ନ ଥିଲେ ବି ଏଥର ବିଜେଡି ବୃହତ ବିଜୟ ଆଡ଼କୁ…