ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ରୁଷ୍, କିନ୍ତୁ ରଖିଲା ଏହି ସର୍ତ୍ତ..

ମସ୍କୋ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ୟୁକ୍ରେନ ସେନା ଆତ୍ମସମର୍ପଣ କରନ୍ତି ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ଏଥି ସହିତ ସେ କହିଛନ୍ତି ଯେ ରୁଷ ୟୁକ୍ରେନକୁ "ଅତ୍ୟାଚାରରୁ…

ୟୁକ୍ରେନ ଉପରେ ଆକ୍ରମଣ ନେଇ ପୁଟିନ ନିଜ ଦେଶରେ ବିରୋଧର ସମ୍ମୁଖୀନ, ଯୁଦ୍ଧ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ରୁଷ୍ ବାସୀ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେବା ପରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଲୋକମାନେ ରାସ୍ତାକୁ ଓହ୍ଲାଇ ଯୁଦ୍ଧର ସ୍ଲୋଗାନ ଦେଉଛନ୍ତି। ଯୁଦ୍ଧ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ…