ୟୁକ୍ରେନ-ରୁଷ ଯୁଦ୍ଧ: ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ୟୁକ୍ରେନ ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ବିଶ୍ବର ବଡ଼ ଦେଶମାନଙ୍କ ହସ୍ତକ୍ଷେପ ଲୋଡିଛି | ଏବେ ୟୁକ୍ରେନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରାଯାଇଛି। ଏହି ପ୍ରସଙ୍ଗରେ ଭାରତରେ ଅବସ୍ଥାପିତ ୟୁକ୍ରେନର…