କରୋନା ପଜିଟିଭ୍ ହେଲେ ଏହି ଲୋକପ୍ରିୟ ପପ୍ ଗାୟକ, ବନ୍ଦ ହେଲା ଶୋ’

ଲସ୍ ଆଞ୍ଜେଲସ୍: ଲୋକପ୍ରିୟ ପପ୍ ଷ୍ଟାର୍ ଜଷ୍ଟିନ ବିବର କରୋନା ପଜିଟିଭ୍ ହୋଇଛନ୍ତି । ଏଥିପାଇଁ ଲାସ୍ ଭେଗାସରେ ହେବାକୁ ଥିବା ତାଙ୍କ "ଜଷ୍ଟିସ୍ ୱାର୍ଲ୍ଡ ୱିଲ୍" ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଖବର ଅନୁଯାୟୀ, ବିବର ବ୍ୟତୀତ ତାଙ୍କ ଟ୍ରୁପର ଅନ୍ୟ ସଦସ୍ୟମାନେ ମଧ୍ୟ କୋଭିଡ୍ ସଂକ୍ରମିତ…

ଲକ୍ଷ୍ମୀପୁର ଖେରୀ ମାମଲା: ଆଶିଷ ମିଶ୍ରଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟ ଗଲେ ମୃତ ଚାଷୀଙ୍କ ପରିବାର

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ କରାଯାଇଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା | ଆଶିଷ ମିଶ୍ର ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ। ଓକିଲ ପ୍ରଶାନ୍ତ ଭୂଷଣଙ୍କ…