୪୫ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର- ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ବୁଥ୍‌ ଗୁଡ଼ିକରେ ପୁନଃ ଭୋଟ ଗ୍ରହଣ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ୨୩ରେ ସାନି ମତଦାନ ହେବ । ୪୫ଟି ବୁଥରେ ହେବ ସାନି ମତଦାନ ।…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ- ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପରେ ସେ ବିମଳା, ମା' ଲକ୍ଷ୍ମୀ ଓ ବଟ ଗଣେଶଙ୍କ ଦର୍ଶନ କରିଥିଲେ । କିର୍ତ୍ତନ ଚକଡ଼ାରେ ଛିଡ଼ା ହୋଇ ରାଷ୍ଟ୍ରପତି ନୀଳଚକ୍ରରେ ବାନା ବନ୍ଧା ଦୃଶ୍ୟ ମଧ୍ୟ ଦେଖିଥିଲେ । ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ…

ରୋହିତ ଶର୍ମା ନୂଆ ଟେଷ୍ଟ ଅଧିନାୟକ, ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ରାହାଣେ, ପୂଜାରା

ନୂଆଦିଲ୍ଲୀ: ରୋହିତ ଶର୍ମା ଭାରତର ନୂଆ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଭାରତୀୟ ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ଏବେ ସମସ୍ତ ତିନୋଟି ଫର୍ମାଟର ନେତୃତ୍ବ ରୋହିତ ଶର୍ମାଙ୍କ ହାତରେ ରହିବ | ଏହା ସହିତ ଶ୍ରୀଲଙ୍କା…

ୟୁକ୍ରେନ ସଙ୍କଟ: ଡୋନେସ୍କ ସହରରେ ଏକାଧିକ ବିସ୍ଫୋରଣ ସୂଚନା

ମସ୍କୋ: ୟୁକ୍ରେନର ପୂର୍ବ ଅଞ୍ଚଳର ବିଦ୍ରୋହୀଙ୍କ କବଜାରେ ଥିବା ସହର ଡୋନେସ୍କରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି ଯେ ଏହି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଖବର ଏକ ସମୟରେ ଆସିଛି ଯେତେବେଳେ ରୁଷର ୟୁକ୍ରେନ ଉପରେ ଆକ୍ରମଣ…