ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି
ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଦିନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ମୋଟ ୨୦ ହଜାର ୪୩୫ଟି ବୁଥ୍ରେ ମତଦାନ ଜାରି ରହିଛି।
୩୦ଟି ଜିଲ୍ଲାର ୬୮ଟି ବ୍ଳକରେ ମତଦାନ ହେଉଛି । ୧୬୮ଟି ଜିଲ୍ଲା ପରିଷଦ ଜୋନରେ ହେଉଛି…