ଗଞ୍ଜାମ: ୨୨ ଫୁଟ ଶାର୍କକୁ ସମୁଦ୍ରରେ ଛଡ଼ାଗଲା

ଛତ୍ରପୁର: ଗଞ୍ଜାମ ବ୍ଲକ୍ ନୂଆପୋଡ଼ମପେଟା ଗ୍ରାମ ନିକଟ ବଙ୍ଗୋପସାଗର କୂଳରୁ ଏକ ଶାର୍କ ମାଛକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାୟ ୨୨ ଫୁଟ ଲମ୍ବା ଓ ୭ ଫୁଟ ଗୋଲେଇ ଏବଂ ତିନି ହଜାର କିଲୋଗ୍ରାମରୁ ଅଧିକ ଓଜନର ଏହି ଶାର୍କକୁ କୂଳରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ। ଏନେଇ…