କରୋନା ଅପଡେଟ୍: ଦେଶରେ ଆଉ ୩୦,୭୫୭ ନୂଆ ମାମଲା, ୫୪୧ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ ଗତ ୨୪ ଘଣ୍ଟାରେ ୩୦,୭୫୭ ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୫୪୧ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୩୦,୬୧୫ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ…

ଉତ୍ତର ପ୍ରଦେଶ :ହଳଦୀ ବେଳେ ଅଘଟଣ, କୂଅରେ ଖସିପଡ଼ି ୧୩ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଶୀନଗରରେ ଏକ କୂଅରେ ଖସିପଡ଼ି ଛୋଟ ପିଲାଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବିବାହ ଉତ୍ସବରେ ମହିଳା ଓ ଝିଅମାନେ କୂଅ କୂଳରେ ଠିଆ ହୋଇଥିବା ବେଳେ ଏହି ଅଘଟଣ…

ମିଳିଲାନି ଭତ୍ତା, ରାଜରାସ୍ତାରେ ହିତାଧିକାରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସରସରା ପଞ୍ଚାୟତରେ ଭତ୍ତା ନପାଇ ବହୁ ହିତାଧିକାରୀମାନେ ରାସ୍ତାରୋକ କରିଥିଲେ । ସୂଚନା ମୁତାବକ ଗତ ମାସ ଓ ଚଳିତ ମାସର ଭତ୍ତା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏଣୁ ଏହାରି ପ୍ରତିବାଦରେ ହିତାଧିକାରୀ ମାନେ ସରସରା ଠାରେ ଖୋର୍ଦ୍ଧା - ବଲାଙ୍ଗିର ୫୭ ନଂ ଜାତୀୟ…

ହଷ୍ଟେଲରୁ ଅଜଗର ଉଦ୍ଧାର

ସୁବର୍ଣ୍ଣପୁର: ଉଲୁଣ୍ଡା ହାଇସ୍କୁଲ ସ୍ଥିତ ହଷ୍ଟେଲ ପରିସରରୁ ଏକ ୫ଫୁଟ ଲମ୍ବର ଅଜଗର ସାପକୁ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁସାରେ , କିଛି ଲୋକ ହଷ୍ଟେଲ ପରିସରରେ ଅଜଗରଟିକୁ ଦେଖ୍କୁ ପାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ନଳିନୀ କୁମ୍ଭାର ଘଟଣା…

ପଂଚାୟତ ଭୋଟ୍ : ଏବେ ଦ୍ୱିତୀୟ ପର୍ଯ୍ୟାୟ ଉପରେ ନଜର

ଭୁବନେଶ୍ୱର- ପଂଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ହେବ । ୧୫୧୪ ପଂଚାୟତରେ…