ବାଲେଶ୍ୱରରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର-ବାଲେଶ୍ୱରରୁ ପୁଣି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି । ବାଲେଶ୍ୱରର ହୋଟେଲ ଲିଓ ସାଇ ଇଂଟରନ୍ୟାସନାଲ ନିକଟସ୍ଥ ଜାତୀୟ ରାଜପଥ ୧୬ ରାସ୍ତାକଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ଚଢାଉ କରିଥିଲା । ୧ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ କଲିମ ନାମକ…