ଲକ୍ଷ୍ମୀପୁର ଖେରୀ ମାମଲା: କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ ମିଳିଲା

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଓରଫ୍ ମୋନୁଙ୍କୁ ଶୀଘ୍ର ଜେଲରୁ ମୁକ୍ତ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷଙ୍କୁ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଆଜି ଜାମିନ ପ୍ରଦାନ କରିଛି। ଜଷ୍ଟିସ ରାଜୀବ ସିଂଙ୍କ ଖଣ୍ଡପୀଠ ଏହି…

ରାଜ୍ୟର ୧୧୦ ପୌରାଂଚଳରେ ହେବ ନିର୍ବାଚନ

ଭୁବନେଶ୍ୱର-ଆଗାମୀ ପୌର ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଛି । ବୈଠକ ପରେ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ଯେ, ପୌରାଧ୍ୟକ୍ଷ ଓ…

ସୁପ୍ରିମକୋର୍ଟରେ ପହଞ୍ଚିଲା ହିଜାବ ବିବାଦ, ଏବେ ହସ୍ତକ୍ଷେପ କରିବାକୁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: କର୍ଣ୍ଣାଟକର କଲେଜରେ ହିଜାବ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବରିଷ୍ଠ ଓକିଲ କପିଲ ସିବଲ ଗୁରୁବାର ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଛନ୍ତି। ସେ କହିଛନ୍ତି ଯେ ଦୁଇମାସ ପରେ ପରୀକ୍ଷା ହେବାକୁ ଥିବାବେଳେ ଝିଅମାନଙ୍କୁ ସ୍କୁଲକୁ ଆସିବାକୁ ବାରଣ କରାଯାଉଛି। ସେମାନଙ୍କ…

ବିଧାନସଭା ନିର୍ବାଚନ : ବିଜେପି ପାଇଁ ଏକାଧିକ ଆହ୍ୱାନ, ବିରୋଧୀଙ୍କ ପାଇଁ ଅନେକ ସୁଯୋଗ

ବିଜନ କୁମାର ମହାପାତ୍ର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ଭୋଟ୍ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବିଜେପି ଓ ଏବେ ବି ଅସଂଗଠିତ ବିରୋଧୀ ଦଳ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷାର ସମୟ ।…