ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା, କୋଟିଏରୁ ଉର୍ଦ୍ଧ୍ବ କିଶୋରଙ୍କୁ ଦିଆଗଲାଣି ଉଭୟ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ ୧୫ ରୁ ୧୮ ବର୍ଷ ବୟସ କିଶୋରଙ୍କ ଟିକାକରଣ ସଂଖ୍ୟା ଏକ କୋଟି ଟପିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବୟସ ବର୍ଗର ଏକ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ କୋଭିଡ୍-୧୯ର ଉଭୟ ଡୋଜ୍ ଟିକା ଦିଆଯାଇଛି।…

ବିଜେପି ହତାଦର କଲା… ବିଜେଡିରେ ସାମିଲ ହେଲେ ପଦ୍ମ ଦଳର ପୂର୍ବତନ ଜିଲ୍ଲା ସଭାପତି

ପାରଳାଖେମୁଣ୍ଡି: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ବିଜେପିକୁ ଜୋରଦାର ଝଟ୍‌କା ଲାଗିଛି। ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲାର ଟାଣୁଆ ନେତା ଜି.ଭେଙ୍କଟରାମଣା (ରାବଣା) ବିଜେଡି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେଡି ମିଶ୍ରଣ ପର୍ବରେ ସେ ପଦ୍ମ ଦଳକୁ ବାଏ ବାଏ କହି…

‘ଆଲ୍ଲା ହୁ ଆକବର’ କହି ହିନ୍ଦୁ ଛାତ୍ରଙ୍କୁ ବିରୋଧ କରିଥିବା ଛାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର…

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ବିବାଦ ଏବେ ରାଜନୈତିକ ରଙ୍ଗ ନେଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା କିଛି ପୁଅ ପିଲାଙ୍କ ଆଗରେ 'ଆଲ୍ଲା ହୁ ଆକବର' ନାରା ଦେଉଥିବା ଜଣେ ଝିଅ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଏବେ ଏହି ଛାତ୍ରୀ ଜଣଙ୍କ…

‘ଦେଶ ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି..’, ହିଜାବ ବିବାଦକୁ ନେଇ ଲାଲୁଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ହିଜାବ ବିବାଦକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ପାଞ୍ଚ ରାଜ୍ୟରେ ନିର୍ବାଚନ ମଧ୍ୟରେ ଏହି ବିବାଦ ଉଗ୍ରରୂପ ନେଇଛି | ଆଜି କ୍ରମାଗତ ଦ୍ୱିତୀୟ ଦିନ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦର ଶୁଣାଣି ହେଉଛି। ଏହି ବିବାଦକୁ ନେଇ ବିରୋଧୀ ଦଳ ବିଜେପିକୁ…

ଆଇପିଏଲ୍: ଅହମ୍ମଦାବାଦ ଫ୍ରାଞ୍ଚାଇଜର ନାମ ହେବ ‘ଗୁଜରାଟ ଟାଇଟାନ୍ସ’

ଅହମ୍ମଦାବାଦ: ଆଇପିଏଲର ନୂଆ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦର ନାମ ଗୁଜରାଟ ଟାଇଟାନ୍ସ ହେବ। ଫେବୃଆରୀ ୧୨ ଏବଂ ୧୩ ରେ ହେବାକୁ ଥିବା ଖେଳାଳିଙ୍କ ମେଗା ନିଲାମ ପୂର୍ବରୁ ଟିମ୍ ଫ୍ରାଞ୍ଚାଇଜ୍ ସିଭିସି କ୍ୟାପିଟାଲ୍ ଏହା ଘୋଷଣା କରିଛି | ଆଶିଷ ନେହେରା ଦଳର କୋଚ୍ ଦାୟିତ୍ବ ତୁଲାଇବାକୁ ଥିବା ବେଳେ…