ଆସନ୍ତା ୧୪ରୁ ରାଜ୍ୟରେ ଘରୋଇ ପ୍ଲେ ସ୍କୁଲ ଓ କେଜି ଖୋଲିବାକୁ ଅନୁମତି
ଭୁବନେଶ୍ୱର- ଆସନ୍ତା ୧୪ ତାରିଖରୁ ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ଗାଇଡଲାଇନ ଅନୁସାରେ ଘରୋଇ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଆସନ୍ତା ୧୪ରୁ ରାଜ୍ୟରେ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ ।…