ରାଜ୍ୟରେ ଦିନକରେ ୧ ହଜାର ୭୧୨ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୭୧୨ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୯୯୭ ଓ ସ୍ଥାନୀୟ ଅଂଚଳରୁ ୭୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୩୨୩ ଜଣ ଶିଶୁ-କିଶୋର…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିିତୀୟ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ । ପ୍ରଥମ ତଥା ନିଜ ୧୦୦୦ତମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିବା ପରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ଦିନିକିଆରେ ବି ପ୍ରଧାନ୍ୟ ଜାରି ରଖି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ତିନି…

କରୋନା ଅପଡେଟ୍: ବଢ଼ୁଛି ମୃତ୍ୟୁ ସଂଖ୍ୟା, ଦିନକରେ ଆଉ ୧୨୧୭ ଜଣଙ୍କ ମୃତ୍ୟୁ, ୭୧,୩୬୫ ନୂଆ ଆକ୍ରାନ୍ତ

ଭାରତ: ଦେଶରେ କରୋନାର ତୃତୀୟ ଲହର ତଳମୁହାଁ ହେଉଛି। ତେବେ ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧,୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଦିନକରେ ଆଉ ୧୨୧୭ ଜଣଙ୍କର ମୃତ୍ୟୁ…

ଆଜିଠାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ବାୟୁ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆଜିଠାରୁ ଦୁଇ ଦିନ ଧରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ…

ଓଏସଏସଟିଇଟି ପରୀକ୍ଷା ଆରମ୍ଭ, ଏଥର ୭୨ ହଜାରରରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର- ଆଜି ଓଏସଏସଟିଇଟି ପରୀକ୍ଷା ଆରମ୍ଭ ହୋଇଛି । ସକାଳ ୯ଟାରୁ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂ ଓ ଦିନ ଗୋଟାଏରୁ ସାଢେ ୩ଟା ଯାଏଁ ଦ୍ୱିତୀୟ ସିଟିଂ ପରୀକ୍ଷା ହେଉଛି । ମୋଟ ୭୨ ହଜାର ୨୮୦ ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଉଛନ୍ତି । ପେପର-୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର-୨ରେ ୩…

ରାଜ୍ୟରେ ଆଉ ୨୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ତଳକୁ ଖସିଥିଲେ ମଧ୍ୟ ମୃତ୍ୟୁ ହାରରେ ବ୍ରେକ ଲାଗୁନି । ଆଉ ୨୨ଜଣ ମହାମାରୀରେ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ୧୧ ଜଣଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪…