୧୩ ବର୍ଷ ପରେ ଆସିଲା ଅହମ୍ମଦାବାଦ ସିରିଜ୍ ବିସ୍ଫୋରଣ ମାମଲାର ରାୟ, ୪୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଆଉ ୨୮ ଦୋଷମୁକ୍ତ

ନୂଆଦିଲ୍ଲୀ: ୧୩ ବର୍ଷ ପରେ ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାର ରାୟ ଆସିଛି। ଏହି ବିସ୍ଫୋରଣ ମାମଲାରେ ୪୯ ଅଭିଯୁକ୍ତଙ୍କୁ ଏକ ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବଂ ୨୮ ଜଣଙ୍କୁ ଦୋଷମୁକ୍ତ କରାଯାଇଛି। ଆସନ୍ତାକାଲି ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ ।…