‘ଦେଶ ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି..’, ହିଜାବ ବିବାଦକୁ ନେଇ ଲାଲୁଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ହିଜାବ ବିବାଦକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ପାଞ୍ଚ ରାଜ୍ୟରେ ନିର୍ବାଚନ ମଧ୍ୟରେ ଏହି ବିବାଦ ଉଗ୍ରରୂପ ନେଇଛି | ଆଜି କ୍ରମାଗତ ଦ୍ୱିତୀୟ ଦିନ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦର ଶୁଣାଣି ହେଉଛି। ଏହି ବିବାଦକୁ ନେଇ ବିରୋଧୀ ଦଳ ବିଜେପିକୁ…

ଆଇପିଏଲ୍: ଅହମ୍ମଦାବାଦ ଫ୍ରାଞ୍ଚାଇଜର ନାମ ହେବ ‘ଗୁଜରାଟ ଟାଇଟାନ୍ସ’

ଅହମ୍ମଦାବାଦ: ଆଇପିଏଲର ନୂଆ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦର ନାମ ଗୁଜରାଟ ଟାଇଟାନ୍ସ ହେବ। ଫେବୃଆରୀ ୧୨ ଏବଂ ୧୩ ରେ ହେବାକୁ ଥିବା ଖେଳାଳିଙ୍କ ମେଗା ନିଲାମ ପୂର୍ବରୁ ଟିମ୍ ଫ୍ରାଞ୍ଚାଇଜ୍ ସିଭିସି କ୍ୟାପିଟାଲ୍ ଏହା ଘୋଷଣା କରିଛି | ଆଶିଷ ନେହେରା ଦଳର କୋଚ୍ ଦାୟିତ୍ବ ତୁଲାଇବାକୁ ଥିବା ବେଳେ…

ଉତ୍ତର ପ୍ରଦେଶ ନିର୍ବାଚନ : କଂଗ୍ରେସ ଜାରି କଲା ଘୋଷଣାପତ୍ର, କୃଷକଙ୍କ ଋଣ, ବିଦ୍ୟୁତ୍ ବିଲ୍ ଛାଡ଼ ପାଇଁ ପ୍ରତିଶ୍ରୁତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଘୋଷଣାପତ୍ର ଜାରି କରିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଘୋଷଣା ପତ୍ର ପ୍ରକାଶ କରିଛନ୍ତି। କଂଗ୍ରେସ ଏହି ଘୋଷଣା ପତ୍ରକୁ 'ଉନ୍ନତି ବିଧାନ' ନାମରେ ନାମିତ କରିଛି।…