ବ୍ରହ୍ମଗିରିରେ ନିର୍ବାଚନୀ ହିଂସା, ୪ ଆ‌ହତ

ପୁରୀ- ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ନିର୍ବାଚନୀ ହିଂସା । ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ରାହାଡମଲ ଗ୍ରାମ ପଞ୍ଚାୟତର ନିଶିଭ ଅ‍ଁର ଗାଁ ର ବୁଥ ନମ୍ବର ୮ ରେ ମତଦାନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୪ ଜଣ…

ହୃଦଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ବାତିଲ

ବରଗଡ଼: ବରଗଡ ଜିଲ୍ଲା ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମୀକି ପ୍ରଧାନଙ୍କ ମୃତ୍ୟୁ ହୋଇଛି । । ପ୍ରାର୍ଥୀଙ୍କ ମୃତ୍ୟୁରେ ୨୪ରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ବନ୍ଦ ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ…

ବର୍ଷକରେ ୧୮୦ ଗୀତ କମ୍ପୋଜ୍ କରି ବାପି ଦା’ କରିଥିଲେ ବିଶ୍ବ ରେକର୍ଡ

ମୁମ୍ବାଇ: ବଲିଉଡର କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାପି ଦା ଜଣେ ମହାନ କଳାକାର ଥିଲେ | ସିନେପ୍ରେମୀ ଆଜି ବି ତାଙ୍କ ଦ୍ୱାରା ପ୍ରସ୍ତୁତ ଗୀତରେ ଝୁମିଥାନ୍ତି | ବାପି ଦା କିଛି ବର୍ଷ ତଳେ ଅତିଥି ଭାବରେ 'କପିଲ ଶର୍ମା ସୋ'ରେ…