ସଂସଦ ଟିଭିର ଆକାଉଣ୍ଟ ବନ୍ଦ କଲା ୟୁଟ୍ୟୁବ

ନୂଆଦିଲ୍ଲୀ: ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ସଂସଦ ଟିଭିର ୟୁଟ୍ୟୁବ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭାର ପ୍ରକ୍ରିୟା ସିଧା ପ୍ରସାରଣ ହୋଇଥାଏ । ପରେ ସୋସିଆଲ ମିଡିଆରେ ଖବର ଆସିଛି ଯେ ସଂସଦ ଟିଭିର ଆକାଉଣ୍ଟ…