ପୁଣି ୪ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ୨୪ ଘଂଟାରେ ରାଜ୍ୟରୁ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୧୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ପବିତ୍ର ଶୀତଳଷଷ୍ଠୀ । ଶୀତଳଷଷ୍ଠୀ ତଥା ଶିବ ବିବାହ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଦେବ ଦଂପତ୍ତିଙ୍କ ଆଶୀର୍ବାଦ କୋଭିଡ ସଙ୍କଟକୁ ଦୂର କରିବା ସହ…

ସମ୍ବଲପୁର ଶୀତଳଷଷ୍ଠୀ: ବିବାହ ବନ୍ଧନରେ ଦେବ ଦମ୍ପତ୍ତି

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀ ଅବସରରେ ଆଜି ରାତିରେ ଆରମ୍ଭ ହେଉଛି ଦେବ ଦମ୍ପତ୍ତିଙ୍କ ବିବାହ । ଆଜି ଦିନତମାମ ଉଭୟ ଶିବାଳୟ ଏବଂ କନ୍ୟା ପିତାମାତାଙ୍କ ଘରେ ବିଭିନ୍ନ ନୀତିକାନ୍ତି ଲାଗି ରହିଥିଲା । ଆଉ ସନ୍ଧ୍ୟା ପରେ ଡମ୍ବରୁଧର ଶିବ ବର ବେଶରେ ଏବଂ ମାତା ପାର୍ବତୀ ବଧୂ ବେଶରେ ସଜ୍ଜିତ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଦଳରେ ଉମେଶ, ସିରାଜ ସାମିଲ

ସାଉଥମ୍ପଟନ: ଆସନ୍ତା ଜୁନ୍ ୧୮ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଫାଇନାଲ୍ ପାଇଁ ଭାରତ ନିଜ ଚୂଡାନ୍ତ ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ଭେଟେରାନ ପେସର୍ ଉମେଶ ଯାଦବଙ୍କୁ ସାମିଲ କରାଯାଇଥିବା ବେଳେ ବ୍ରିସବେନ ଟେଷ୍ଟର ହିରୋ ଶାର୍ଦ୍ଦୁଲ…