ବୌଦ୍ଧରେ ଆଇଆରଏଡି ଯୋଜନାର ଶୁଭାରମ୍ଭ, ମିଳିବ ଦୁର୍ଘଟଣାର ସଠିକ ତଥ୍ୟ

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଆଇଆରଏଡି ଯୋଜନାର ଆରମ୍ଭ କରାଯାଇଛି । କେନ୍ଦ୍ର ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ବୌଦ୍ଧ ପୋଲିସ ପକ୍ଷରୁ ଏହି ଆଇଆରଏଡି କାର୍ଯ୍ୟକ୍ରମର ଆରମ୍ଭ…

ଜଙ୍ଗଲ ଅଗ୍ନିକାଣ୍ଡକୁ ନେଇ ଉଦବେଗ, ବୌଦ୍ଧ ବନଖଣ୍ଡର ଆଗୁଆ ପଦକ୍ଷେପ

ବୌଦ୍ଧ:  ଜିଲ୍ଲାରେ ଜଙ୍ଗଲ ସୁରକ୍ଷାକୁ ନେଇ ବୌଦ୍ଧ ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିଆଁର ଆଁରୁ ଜଙ୍ଗଲକୁ ସୁରକ୍ଷିତ କରିବା ପାଇଁ ଜରୁରୀ ବୈଠକରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି । ଜଙ୍ଗଲରେ ଫାୟାର ଲାଇନ କଟାଯିବା ସହ ବନ୍ୟଜନ୍ତୁଙ୍କ ପାଇଁ ଜଳ ସଂରକ୍ଷଣ…

ବରଗଡ଼ ସବଜେଲରେ ଦୁଇ କଏଦୀ ଗୋଷ୍ଠୀ ମୁଁହାମୁହିଁ, ଥାନାରେ ମାମଲା

ବରଗଡ଼: ବରଗଡ ସବ ଜେଲ ଭିତରେ ଥିବା ବିଚାରାଧିନ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ବିଚାରାଧିନ କଏଦୀ ଆହତ ହୋଇଥିବା ନେଇ ବରଗଡ ଟାଉନ ଥାନାରେ ଅଭିଯୋଗ ହୋଇଛି । ସବଜେଲର ଜେଲରଙ୍କ ଠାରୁ ଏନେଇ ସୂଚନା ପାଇ ଘଟଣାର ତଦନ୍ତ ପାଇଁ ସମ୍ବଲପୁର ରେଞ୍ଜ ଜେଲ…

ଦିଲ୍ଲୀରେ ତିନି ମହଲା କୋଠା ଭୁଶୁଡ଼ିଲା, ଚାରି ମୃତ

ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ଏକ କୋଠା ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ବାୱାନା ଅଞ୍ଚଳରେ ଜେଜେ କଲୋନୀରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷର ପିଲା ଅଛି । ଭଙ୍ଗା କୋଠା ତଳେ ଆଉ କିଛି ଲୋକ ଦବି…