ବରଗଡ଼ରେ ଚିନିକଳ ପୁନରୁଦ୍ଧାର ଆଶା ଉଦଜୀବିତ ! ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀ ଉତ୍ସାହିତ

ବରଗଡ଼ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଏଥିପାଇଁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିବା ବେଳେ ହାଇଲେବେଲ୍‌ କମିଟିର ବୈଠକରେ କାରଖାନାର ସବିଶେଷ ଉନ୍ନତୀ ପାଇଁ ଆଲୋଚନା ହୋଇସାରିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ସର୍ବଭାରତୀୟ ବଜାରରେ ଚିନିର…

କୁରୁମକେଲରେ ହେବ ଶେଷଥର ଭୋଟ ଗ୍ରହଣ, ନିର୍ବାଚନ ପରେ ଉଚ୍ଛେଦ ହେବ ଗାଁ

ବରଗଡ଼: ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟର କୋର୍ ଏରିଆକୁ ‘ ଇକୋ ସେନ୍‌ସିଟିଭ ଜୋନ୍ ଭାବେ ଭାରତୀୟ ରାଜପତ୍ରରେ ଘୋଷଣା କରାଯିବା ପରେ ଜନବସତି ଗୁଡ଼ିକୁ ଅଭୟାରଣ୍ୟର ପେରିଫେରି ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି । ଅମ୍ବାଭନା ବ୍ଲକର ଭୂତଲି , କୁରୁମକେଲ ଓ ରେଙ୍ଗାଲି ଗ୍ରାମବାସୀ କୁରୁମକେଲ…

ଏଡିଏମଙ୍କ ବିପୁଳ କଳାଧନ : ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ସ୍ତ୍ରୀଙ୍କ ନାଁରେ…

ଭୁବନେଶ୍ୱର -ଆୟ ବହିର୍ଭୂତ ସଂପତ୍ତି ମାମଲାରେ ସୁନ୍ଦରଗଡ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ବିଭିନ୍ନ ଠିକଣାରେ ଚଢାଉ କରି ୨ ଶୁକ୍ରବାର ସଂଧ୍ୟା ସୁଦ୍ଧା ଭିଜିଲାନ୍ସ ଟିମ୍ ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ସଂଚୟ ଟଙ୍କା ଓ ଜୀବନ ବୀମା ପଲିସି ଠାବ କରିଛି । ଏହାଛଡା ୩୫୦ ଗ୍ରାମ ଓଜନର ସୁନାଗହଣା…

କୋଟିଆରେ ଆନ୍ଧ୍ର ଷଡଯନ୍ତ୍ର ବିଫଳ କରିବାକୁ ପୋଲିସ ସଜାଗ, ଫ୍ଲାଗମାର୍ଚ୍ଚ ଜାରି

କୋରାପୁଟ – କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ । ପଂଚାୟତ ନିର୍ବାଚନ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପ୍ରଦେଶର ଉଦ୍ୟମ ପରିପ୍ରେକ୍ଷୀରେ ପୋଲିସ କୋଟିଆେରେ ଫ୍ଲାଗମାର୍ଚ୍ଚ କରିଛି । ସମ୍ବେଦନଶୀଳ ବୁଥ୍ ଉପରେ ବି ପୋଲିସର କଡା ନଜର ରହିଛି । ପୋଲିସ ଡିଜି ସୁନୀଲ କୁମାର ବଂସଲ ଆଜି କୋରାପୁଟ ଜିଲ୍ଲା…