୨୪ ଘଣ୍ଟାରେ ଆଉ ୫୮,୦୭୭ ନୂଆ ମାମଲା, ୬୫୭ ମୃତ

ନୂଆଦିଲ୍ଲୀ:ଦେଶରେ କରୋନା ତୃତୀୟ ଲହରର ତଳମୁହାଁ ଗତି ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୦୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି ୧୩.୪ ପ୍ରତିଶତ କମ୍ ମାମଲା ପଞ୍ଜିକୃତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ…