ବାଲେଶ୍ୱରରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର-ବାଲେଶ୍ୱରରୁ ପୁଣି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି । ବାଲେଶ୍ୱରର ହୋଟେଲ ଲିଓ ସାଇ ଇଂଟରନ୍ୟାସନାଲ ନିକଟସ୍ଥ ଜାତୀୟ ରାଜପଥ ୧୬ ରାସ୍ତାକଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ଚଢାଉ କରିଥିଲା । ୧ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ କଲିମ ନାମକ…

ଲକ୍ଷ୍ମୀପୁର ଖେରୀ ମାମଲା: କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ ମିଳିଲା

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଓରଫ୍ ମୋନୁଙ୍କୁ ଶୀଘ୍ର ଜେଲରୁ ମୁକ୍ତ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷଙ୍କୁ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଆଜି ଜାମିନ ପ୍ରଦାନ କରିଛି। ଜଷ୍ଟିସ ରାଜୀବ ସିଂଙ୍କ ଖଣ୍ଡପୀଠ ଏହି…