ଆହୁରି ଖସିଲା ସଂକ୍ରମଣ, ଦେଶରେ ଆଉ ଲକ୍ଷେ ନୂଆ ମାମଲା, ୨୪୨୭ ମୃତ
ନୂଆଦିଲ୍ଲ: ଭାରତରେ କରୋନା ଦ୍ୱିତୀୟ ଲହରୀର ତୀବ୍ରତା କ୍ରମାଗତ କମି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ କେବଳ ୧ ଲକ୍ଷ ୬୩୬ ମାମଲା ସାମ୍ନାକୁ ଆସିଛି । ୬୧ ଦିନ ପରେ ସବୁଠୁ କମ୍ ମାମଲା ରିପୋର୍ଟ କରାଯାଇଛି । ଦିନକରେ ଏହି ଘାତକ ରୋଗରେ ଆଉ ୨୪୨୭ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଉ ୭୪ ହଜାର…