ବିଧାନସଭା ନିର୍ବାଚନ : ବିଜେପି ପାଇଁ ଏକାଧିକ ଆହ୍ୱାନ, ବିରୋଧୀଙ୍କ ପାଇଁ ଅନେକ ସୁଯୋଗ

ବିଜନ କୁମାର ମହାପାତ୍ର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ଭୋଟ୍ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବିଜେପି ଓ ଏବେ ବି ଅସଂଗଠିତ ବିରୋଧୀ ଦଳ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷାର ସମୟ ।…