ସମ୍ବେଦନଶୀଳତା ମନ୍ତ୍ରକୁ ଅନୁସରଣ କରୁଛି ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଯେଉଁଠି ସମୟ ବିକଟ, ପରିସ୍ଥିତି ପ୍ରତିକୂଳ ସେତେବେଳେ ବା ମନୁଷ୍ୟ ହେଉ କି ପ୍ରଶାସନ, ସରକାର ଅଥବା ସାଧାରଣ ଜନତା କାହା ହାତରେ ବିଶେଷ କିଛି କରିବାର ନଥାଏ। ତେବେ ଏକ ଉତ୍କୃଷ୍ଟ ସମ୍ବେଦନଶୀଳ ଓ ଜନକଲ୍ୟାଣକାରୀ ସରକାରର ଲକ୍ଷଣ ଏୟା ଯେ- କଷ୍ଟକର ସମୟ ହେଉ ବା ତାର ପରବର୍ତ୍ତୀ…

ଆମ ସଂସ୍କୃତିର ଭିନ୍ନଏକ ସାଂସ୍କୃତିକ ପର୍ବ ‘ଓଳକଣା ମେଳଣ’

ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା ପୌରାଣିକ ତଥ୍ୟ ସହ ଜଡ଼ିତ ଥିବା ମେଳଣ ଅଟେ। କାରଣ ଏହି ମେଳଣ ପଡ଼ିଆଟି ମହାଭାରତର ବିଭିନ୍ନ ଚରିତ୍ର ସହ…

ଗୀତା ମାହାତ୍ମ୍ୟ: ନ ପ୍ରହ୍ୟୁଷ୍ୟତପ୍ରିୟମ ପ୍ରାପ୍ୟ ନୋଦ୍ଵିଜେତପ୍ରାପ୍ୟ ଚା ପ୍ରିୟମ। ସ୍ଥିରବୁଦ୍ଧିରସଂମୂଢୋ ବ୍ରହ୍ମବିଦ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ନ ପ୍ରହ୍ୟୁଷ୍ୟତପ୍ରିୟମ ପ୍ରାପ୍ୟ ନୋଦ୍ଵିଜେତପ୍ରାପ୍ୟ ଚା ପ୍ରିୟମ। ସ୍ଥିରବୁଦ୍ଧିରସଂମୂଢୋ ବ୍ରହ୍ମବିଦ ବ୍ରହ୍ମଣୀ ସ୍ଥିତଃ।। ହେ ଅର୍ଜ୍ଜୁନ !…

ଉତ୍ତର ଜାପାନରେ ଭୂକମ୍ପ, ୨୦ ଲକ୍ଷ ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ସୁନାମି ଆଲର୍ଟ ଜାରି

ଟୋକିଓ: ବୁଧବାର ସନ୍ଧ୍ୟାରେ ଉତ୍ତର ଜାପାନର ଫୁକୁସିମା ଉପକୂଳରେ ୭.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାପର ସୁନାମି ଆଲର୍ଟ ଜାରି କରାଯାଇଛି। ଜାପାନର ପାଣିପାଗ ବିଭାଗ କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରଠାରୁ ୬୦ କିଲୋମିଟର ଦୂରରେ ଥିଲା। ଏହି ଅଞ୍ଚଳ ଉତ୍ତର…

ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷକୁ ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶ

ହେଗ୍ (ନେଦରଲାଣ୍ଡ୍ସ): ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ରେ ରୁଷ ବିରୋଧରେ ୟୁକ୍ରେନର ବିଜୟ ହୋଇଛି । ଆଇସିଜେ ରୁଷକୁ ତୁରନ୍ତ ୟୁକ୍ରେନ ଉପରେ ଆକ୍ରମଣ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ରୁଷ ଏହି ଆଦେଶ ପାଳନ କରିବା ବାଧ୍ୟତାମୂଳକ | ଆଇସିଜେର…