UP hikes DA for govt employees

Lucknow:  Ahead of 2022 state Assembly polls in Uttar Pradesh, the Yogi Adityanath government has announced a 3 per cent point increase in the Dearness Allowance (DA) for government employees, from the existing 28 per cent to 31 per cent.…

ଚିତ୍ତରଂଜନ ପଲାଇ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ

ପୁରୀ-ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ପୁରୀ ଜିଲ୍ଲା ବଡମୃଗଶିରାରେ ୪ ଜଣିଆ କ୍ରାଇମବ୍ରାଂଚ ଟିମ୍ ପହଂଚିଛି । ପଲାଇଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ତଦନ୍ତ…

ଆଜି ରାଜ୍ୟର ବିଭିନ୍ନ କ୍ରୀଡା ପ୍ରକଳ୍ପର ସମୂହର ଉଦଘାଟନ ଓ ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଶିଳାନ୍ୟାସ କରିବେ ନବୀନ

ଭୁବନେଶ୍ୱର- ରାଜ୍ୟରେ କ୍ରୀଡାର ପ୍ରସାର ପାଇଁ ଉଦ୍ୟମ ସ୍ୱରୂପ ଆଜି ବିଭିନ୍ନ କ୍ରୀଡା ଭିତ୍ତିଭୂମି ଓ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ନୂଆ କ୍ରୀଡା ଛାତ୍ରାବାସ, ଅନୁଗୁଳ ଓ ବାରିପଦାରେ ସୁଇମିଂ ପୁଲ୍ ଓ ରାଉରକେଲାର ଇଣ୍ଡୋର…

ରାଜ୍ୟରେ ଆଉ ୧୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଂଚଳରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ ଆକ୍ରାନ୍ତ ଚିହ୍ନଟ…

କରୋନା ଅପଡେଟ୍: ଦେଶରେ ଆଉ ୭,୯୭୪ ନୂଆ ମାମଲା, ୩୪୩ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୭୯୭୪ ନୂଆ କରୋନା ମାମଲା ଆସିଛି ଏବଂ ୩୪୩ ଜଣ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ୭୯୪୭ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । କରୋନା ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୪୭ ଲକ୍ଷ ୧୮ ହଜାର ୬୦୨ ଲୋକ ସଂକ୍ରମିତ ହୋଇଛନ୍ତି।…