ଲତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର- ଲତା ମଙ୍ଗେସକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ମେଲୋଡି କୁଇନଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ଲତାଙ୍କ ସ୍ଥାନ ଅପୂରଣୀୟ । ନିଜର ମଧର ସଂଗୀତ ଯୋଗୁଁ ସେ ଚିରକାଳ ଅମର ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ…

ସୁର ସାମ୍ରାଙ୍ଗୀଙ୍କ ଚିରସବୁଜ ଫିଲ୍ମ ଗୀତରୁ କିଛି ଲୋକପ୍ରିୟ ସୋଲୋ ହିଟ୍

ଏମିତି ତ ସୁର ସାମ୍ରାଜ୍ଞୀ ଲତା ଅସଂଖ୍ୟ ଚିରସବୁଜ ହିନ୍ଦି ଗୀତ ଶ୍ରୋତାଙ୍କୁ ଆଜି ବି ମତୁଆଲା କରୁଛି । କାହାର କେଉଁ ଗୀତ ପସନ୍ଦ । ବିଭିନ୍ନ ସମୟରେ ଆଦୃତ ହୋଇଥିବା ଲତାଙ୍କ କିଛି ସୋଲୋ ହିଟ୍ ନମ୍ବର ଉପରେ ନଜର ପକାଇବା । ଏଥିମଧ୍ୟରୁ କିଛି ଗୀତ ସବୁ ପୀଢି ପୀଢି ଧରି ଲୋକପ୍ରିୟ ରହିଆସିଛି ।…