ରେଳବାଇର ବଡ଼ ନିଷ୍ପତ୍ତି: ଦୁଇ ଡୋଜ୍ ଟିକା ନେଇ ନଥିଲେ ଟ୍ରେନ୍ ଯାତ୍ରା ମନା

ଚେନ୍ନାଇ: କରୋନା ପୁଣି କଡ଼ ଲେଉଟାଇଥିବା ବେଳେ ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହାକୁ ଖୁବ ଶୀଘ୍ର ସାରା ଦେଶରେ ଲାଗୁ କରାଯିବ। ଦକ୍ଷିଣ ରେଳବାଇ ନିଷ୍ପତ୍ତି ନେଇଛି ଯେ ଆଜି (ଜାନୁଆରୀ ୧୦) ଠାରୁ କେବଳ ସେହି ଯାତ୍ରୀମାନଙ୍କୁ ଚେନ୍ନାଇ ଅଞ୍ଚଳରେ ଯାତ୍ରା କରିବାକୁ ଅନୁମତି…

ଜମ୍ମୁ-କାଶ୍ମୀର: କୁଲଗାମରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ହାସାନପୋରା ଗ୍ରାମରେ ରବିବାର ସନ୍ଧ୍ୟା ଠାରୁ ପ୍ରାୟ ଆଠ ଘଣ୍ଟା ଧରି ଚାଲିଥିବା ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ରବିବାର…

ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ତିନି ଦିନ ବର୍ଷା, ୧୧ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର- ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ୩ ଦିନ ଧର ବର୍ଷା ହେବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଜାନୁଆରୀ ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ କୁଆପଥର ବୃଷ୍ଟି ହେବା ସମ୍ଭାବନା ରହିଛି । ୧୧ ତାରିଖ ପାଇଁ ୭ଟି ଜିଲ୍ଲାକୁ ୟେଲୋ…

ଆଜିଠାରୁ ଭାରତରେ ଦିଆଯିବ ବୁଷ୍ଟର ଡୋଜ୍; ଫ୍ରଣ୍ଟଲାଇନ୍ କର୍ମଚାରୀ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଭାରତରେ ସଂକ୍ରମଣର ବିସ୍ଫୋରଣ ଜାରି ରହିଛି | କରୋନାର ତୃତୀୟ ଲହର ମଧ୍ୟରେ ଆଜି ଠାରୁ ଦେଶରେ ତୃତୀୟ ତଥା ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହେବ | ବିଶ୍ବର ବିଭିନ୍ନ ଦେଶରେ ଟିକାର ତୃତୀୟ ଡୋଜକୁ ବୁଷ୍ଟର୍ ଡୋଜ୍ ବୋଲି କୁହାଯାଉଛି ।…