ତୃତୀୟ ଲହର ପ୍ରକୋପ: କ୍ରମାଗତ ତୃତୀୟ ଦିନ ଆସିଲା ଲକ୍ଷେରୁ ଊର୍ଦ୍ଧ୍ବ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଅଣାୟତ୍ତ ଗତି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧ ଲକ୍ଷ ୭୯ ହଜାର ୭୨୯ ନୂଆ ମାମଲା ଚିହ୍ନଟ ହୋଇଛି । କ୍ରମାଗତ ତୃତୀୟ ଦିନ ପାଇଁ ଲକ୍ଷେରୁ ଊର୍ଦ୍ଧ୍ବ ମାମଲା ଆସିଛି । ଦିନକରେ ଏହି ରୋଗରେ ୧୪୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ମୋଟ କରୋନା…

ରେଳବାଇର ବଡ଼ ନିଷ୍ପତ୍ତି: ଦୁଇ ଡୋଜ୍ ଟିକା ନେଇ ନଥିଲେ ଟ୍ରେନ୍ ଯାତ୍ରା ମନା

ଚେନ୍ନାଇ: କରୋନା ପୁଣି କଡ଼ ଲେଉଟାଇଥିବା ବେଳେ ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହାକୁ ଖୁବ ଶୀଘ୍ର ସାରା ଦେଶରେ ଲାଗୁ କରାଯିବ। ଦକ୍ଷିଣ ରେଳବାଇ ନିଷ୍ପତ୍ତି ନେଇଛି ଯେ ଆଜି (ଜାନୁଆରୀ ୧୦) ଠାରୁ କେବଳ ସେହି ଯାତ୍ରୀମାନଙ୍କୁ ଚେନ୍ନାଇ ଅଞ୍ଚଳରେ ଯାତ୍ରା କରିବାକୁ ଅନୁମତି…