ୟୁପିରେ ବିଜେପିକୁ ଝଟକା, ଜଣେ ମନ୍ତ୍ରୀଙ୍କ ସହ ୪ ବିଧାୟକ ଦଳ ଛାଡ଼ିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି। ଯୋଗୀ ଆଦିତ୍ୟନାଥ ସରକାରରେ ଶ୍ରମ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡିଛନ୍ତି। ମୌର୍ଯ୍ୟ ଉତ୍ତର ପ୍ରଦେଶରେ ପଛୁଆବର୍ଗ (ଓବିସି)ର ଜଣେ ବଡ଼ ଚେହେରା ଭାବେ ପରିଚିତ | ତାଙ୍କ ସହ ଅନ୍ୟ…