ଅଭିନେତା ମିହିର ଦାସଙ୍କ ଆସନ୍ତାକାଲି ଶେଷକୃତ୍ୟ, ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ଗାର୍ଡ ଅଫ୍ ଅନର

ଭୁବନେଶ୍ୱର- ଲୋକପ୍ରିୟ ସିନେ ତାରକା ମିହିର ଦାସଙ୍କ ଶେଷକୃତ୍ୟ ବୁଧବାର ଦିନ ହେବ । ରାଜ୍ୟ ସରକାରଙ୍କ ତରଫରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି । ଆଜି ମିହିର ଦାସ ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କଟକର…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ଆଗାମୀ କିଛି ସପ୍ତାହ ସତର୍କ ରହିବାକୁ ଆହ୍ବାନ, ଟିକାକରଣ ଜୋରଦାର କରିବା ଉପରେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ…