ସମ୍ବଲପୁର ଜିଲ୍ଲା ପରିଷଦ, ଅଧ୍ୟକ୍ଷା ପଦ ପାଇଁ ସବୁ ଆସନରେ ମହିଳା ଆଶାୟୀ, ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା

ସମ୍ବଲପୁର : ସୋମବାର ସକାଳ ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ସେମାନଙ୍କ ଟିକଟ ଘୋଷଣା କରିନାହାନ୍ତି। ଏପଟେ ସବୁ ଦଳରେ ଜିଲ୍ଲା ପରିଷଦ ଟିକଟ ପାଇଁ ଆଶାୟୀଙ୍କ ଲବି ଜୋରଦାର ହୋଇଛି। ଏଭଳି ସ୍ଥିତିରେ ସମ୍ବଲପୁର…

ଭାରତରେ କରୋନା ଟିକାକରଣ ଅଭିଯାନକୁ ବର୍ଷେ ପୂରିଲା, ଏ ଯାଏଁ ଦିଆଯାଇଛି ୧୫୭ କୋଟି ଡୋଜ୍, ତଥାପି ଲକ୍ଷ୍ୟ ବହୁ ଦୂର

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ | ଆଜି କରୋନା ମହାମାରୀ ବିରୋଧରେ ଟିକାକରଣର ଏକ ବର୍ଷ ପୂର୍ତ୍ତି ହୋଇଛି | ଜାନୁୟାରୀ ୧୬, ୨୦୨୧ ରେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ବିରୋଧୀ ଲଢେ଼ଇରେ ଆଗଧାଡିର କର୍ମଚାରୀଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ଟିକାକରଣର ବର୍ଷକ…