ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ଜବତ କଲା ପୋଲିସ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗ୍ ରୁ ବୋମା ଜବତ କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କ ସୂଚନା ଅନୁଯାୟୀ ବ୍ୟାଗରେ ଆଇଇଡି ଥିଲା ଏବଂ ଏହାକୁ ନିଷ୍କ୍ରିୟ କରାଯାଇଛି । ଖବର ଅନୁଯାୟୀ, ଉକ୍ତ ବ୍ୟାଗ୍…