ରାଜ୍ୟରେ ଆଉ ୧୦ ହଜାର ୮୫୬ କୋରୋନା ଆକ୍ରାନ୍ତ ଚିହ୍ନଟ,ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୮୭

ଭୁବନେଶ୍ୱର- ଲଗାତର ତୃତୀୟ ଦିନ ଧରି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୮୫୬ ପଜିଟିଭ । ସଙ୍ଗରୋଧରୁ ୬ ହଜାର ୨୯୩ ଓ ସ୍ଥାନୀୟ ଅଂଚଳରୁ ୪୫ ହଜାର ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ…

୨୦୨୧ରେ ଓଡିଶାରେ ବଜ୍ରପାତରେ ସର୍ବାଧିକ ୨୧୩ ଲୋକଙ୍କ ମୃତ୍ୟୁ : ଆଇଏମଡି ରିପୋର୍ଟ

ନୂଆଦିଲ୍ଲୀ -ଓଡିଶାରେ ବଜ୍ରପାତରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୨୦୨୧ ମସିହାରେ ରାଜ୍ୟରେ ୨୧୩ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସମଗ୍ର ଦେଶରେ ମୋଟ ୭୮୦ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଓଡିଶା ପରେ ମଧ୍ୟ…

ପଂଚାୟତ ନିର୍ବାଚନ ପରିଚାଳନା ନେଇ ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର

ଭୁବନେଶ୍ୱର-ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଆଜି ନିର୍ବାଚନ ପରିଚାଳନା ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡିଓକନଫରେନସିଂ ଜରିଆରେ…

ଖୋର୍ଦ୍ଧା ସହରରେ ହାତୀପଲଙ୍କ ଉପଦ୍ରବ, ଭାଙ୍ଗିଲେ ଇଭିଏମ ଷ୍ଟୋର୍

ଖୋର୍ଦ୍ଧା – ଖୋର୍ଦ୍ଧା ସହରରେ ହାତୀ ଉପଦ୍ରବ । ସହର ଭିତରେ ହାତୀଙ୍କ ଉପଦ୍ରବ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଗତକାଲି ବିଳମ୍ବିତ ରାତିରେ ସହର ଭିତରେ ହାତୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଷ୍ଟୋର୍ ପାଚେରୀ ଭାଙ୍ଗିଦେଇଥିଲେ । ହାତୀପଲର ଗତିବିଧି ଉପରେ ନଜର…