କରୋନା ଚିନ୍ତା: ଏମ୍ସ ଷ୍ଟାଫଙ୍କ ଶୀତ ଛୁଟି ବାତିଲ୍, ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଦିଲ୍ଲୀ ଏମ୍ସ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ ତୁରନ୍ତ କାମକୁ ଫେରିବାକୁ କହିଛି। ଜାନୁଆରୀ ୫ ରୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଶୀତ ଛୁଟି ବାତିଲ୍ କରାଯାଇଥିବା ଏମ୍ସ ହସ୍ପିଟାଲ୍ ଘୋଷଣା କରିଛି | ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଏମ୍ସ…