ପଞ୍ଚଭୂତରେ ଲୀନ ହେଲେ କିଶୋର, ଭୂମିପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଲେ ଶୋକାକୁଳ ଜନତା

ଝାରସୁଗୁଡା : ପଞ୍ଚଭୂତରେ ଲୀନ ହେଲେ ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡାର ଭୂମିପୁତ୍ର କିଶୋର ମହାନ୍ତି । ଜିଲ୍ଲା ସମେତ ସମଗ୍ର ଓଡିଶାର ପୁରପଲ୍ଲୀରୁ ଆସିଥିବା ହଜାର ହଜାର ଶୋକାକୁଳ ଜନତା ଏବଂ ନେତା ଏହି ମାଟିର ସୁପୁତ୍ରକୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ତାଙ୍କ ଶେଷ ଦର୍ଶନ ତଥା ଅନ୍ତିମ…